ତୀର ମାଡ଼ରେ ଥରିଲା ସ୍କୁଲ.. | Man Arrested For Seizing School in Sundargarh | Odisha Reporter
Odisha Reporter Odisha Reporter
2.48M subscribers
99,828 views
801

 Published On Sep 25, 2024

୫ ଦିନ ଧରି ସ୍କୁଲରେ ଚଳାଇଥିଲା ଆତଙ୍କରାଜ୍। ସମସ୍ତଙ୍କୁ ଭୟଭୀତ କରି ରଖିଛି ଜଣେ ଦୁର୍ବୃତ୍ତ। ଯାହାକୁ ଦେଖୁଛି ତୀର ମାରୁଛି। ତୀର ଓ ବାଟୁଳୀ ମାଡରେ ଲହୁ ଲୁହାଣ ହେଲେ ପୋଲିସ ଓ ଶିକ୍ଷକ। ଯୁବକର ଦାବି ଶୁଣିଲେ ଆପଣ ହେବେ ଚକିତ...

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #bonai #school #odisha #news #update #odishareporter

show more

Share/Embed