Maa Narayani jatra 2024 Phulbani। ମାଁ ନାରାୟଣୀ ଙ୍କୁ ନିମନ୍ତ୍ରଣ।ମାଁ ନାରାୟଣୀ ଯାତ୍ରା ଫୁଲବାଣୀ ୨୦୨୪
My Temples Tour and Travel My Temples Tour and Travel
5.03K subscribers
263 views
5

 Published On May 10, 2024

Maa Narayani jatra 2024 Phulbani। ମାଁ ନାରାୟଣୀ ଙ୍କୁ ନିମନ୍ତ୍ରଣ।ମାଁ ନାରାୟଣୀ ଯାତ୍ରା ଫୁଲବାଣୀ ୨୦୨୪

#maanarayanijatra2024
#narayaniyatraphulbani2024
#phulbaninarayaniyatra2024

ମାଁ ଜଗତ ଜନନୀ ନାରାୟଣୀ ଙ୍କର ଓଡ଼ିଶା ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଆରମ୍ଭ।
ଏକ ମାସ ଧରି ମହା ଆଡ଼ମ୍ବରରେ ପାଳନ ହେବ ମାଁ ପଞ୍ଚ ଦେବୀଙ୍କ ଯାତ୍ରା।
ମାଁ କାଳିକା ଓ ପଞ୍ଚ ଦେବୀଙ୍କର ନଗର ଭ୍ରମଣ ତଥା ଭବ୍ୟ ଶୋଭାଯାତ୍ରା ଏକ ମାସ ଧରି ପାଳନ କରାଯାଏ।
ମାଁ narayani ତଥା ପଞ୍ଚ ଦେବୀଙ୍କୁ ନିମନ୍ତ୍ରଣ କରି ଶୋଭାଯାତ୍ରା ରେ ଯାତ୍ରା ମଣ୍ଡପରେ ବିଜେ କରାଯାଏ।

ଶ୍ରୀ ଶ୍ରୀ ଶ୍ରୀ ନାରାୟଣୀ ଠାକୁରାଣୀ ଯାତ୍ରା
ଫୁଲବାଣୀ ସହର, କନ୍ଧମାଳ ଜିଲ୍ଲା

Visit place - Phulbani,
Kandhamaal district
Odishaa

ଜୟ ମାଁ ଆଦିଶକ୍ତି ନାରାୟଣୀ

Please Like Share Subscribe & Comment

show more

Share/Embed