Find your Ikigai (ଇକିଗାଇ) By Mrs. Aparajita Sahoo | AvetiX | Season 2 | Episode 1
Aveti Learning Aveti Learning
125K subscribers
657 views
13

 Published On Jul 25, 2023

Inclusion specialist …. Working as a Head of Inclusion in JSS International School , Dubai …. Leading a team of Counsellors, special educators and learning support Assistants.. guiding parents, training teachers and supporting students in a regular basis … major focus on diversity and inclusion (Removing the barriers for the students of special needs and promoting classroom inclusion where each student is engaged effectively in the classroom learning)

ଦୁବାଇର ଜେ. ଏସ୍. ଏସ୍. ଇଣ୍ଟରନ୍ୟାସନାଲ ସ୍କୁଲରେ ସମାବେଶନ ବିଶେଷଜ୍ଞ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଶ୍ରୀମତୀ ଅପରାଜିତା । ଅପରାଜିତାଙ୍କର ଅନ୍ୟ ମହତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ମଧ୍ୟରେ ଜଣେ ଉନ୍ନତ ପରାମର୍ଶଦାତା ଭାବରେ ସହଯୋଗ କରିବା, ସ୍ୱତନ୍ତ୍ର ଶିକ୍ଷକ ଏବଂ ଶିକ୍ଷଣ ସହାୟକଙ୍କ ଦଳର ନେତୃତ୍ୱ ନେବା, ପିତାମାତାଙ୍କୁ ମାର୍ଗଦର୍ଶନ କରିବା, ଶିକ୍ଷକମାନଙ୍କୁ ତାଲିମ ଦେବା ଏବଂ ନିୟମିତ ଭାବରେ ଛାତ୍ରମାନଙ୍କୁ ସମର୍ଥନ କରିବା ଆଦି ଅନ୍ତର୍ଭୁକ୍ତ । ବିଶେଷ କରି ବିବିଧତା ଏବଂ ଅନ୍ତର୍ଭୂକ୍ତିକରଣ ଉପରେ ପ୍ରମୁଖ ଧ୍ୟାନ ଦେଉଛନ୍ତି ଅପରାଜିତା । ଅନେକ ସମୟରେ ସ୍ୱତନ୍ତ୍ର ଓ ଭିନ୍ନ ଆବଶ୍ୟକତା ଥିବା ଛାତ୍ରମାନଙ୍କ ପାଇଁ ଅସମାନତାର ପ୍ରତିବନ୍ଧକ ହଟାଇବା ଏବଂ ଶ୍ରେଣୀଗୃହ-ଅନ୍ତର୍ଭୂକ୍ତିକରଣକୁ ପ୍ରୋତ୍ସାହିତ କରିବା ଅପରାଜିତାଙ୍କର ମୁଖ୍ୟ କାର୍ଯ୍ୟ ସାବ୍ୟସ୍ତ ହୁଏ, ଯେଉଁଠାରେ ପ୍ରତ୍ୟେକ ଛାତ୍ର ଶ୍ରେଣୀଗୃହ ଶିକ୍ଷାରେ ପ୍ରଭାବଶାଳୀ ଭାବରେ ଭାଗ ନେଇପାରନ୍ତି ଓ ଶିକ୍ଷାଗ୍ରହଣରେ ନିୟୋଜିତ ହୋଇପାରନ୍ତି ।

show more

Share/Embed