ଗର୍ଭ ନଷ୍ଟ ବା ମିସକ୍ୟାରେଜ କାହିଁକି ହୁଏ? | Dr Tanushree Sandipta Rath on Miscarriage in Odia
Swasthya Plus Odia Swasthya Plus Odia
711K subscribers
112,694 views
1.3K

 Published On Mar 26, 2021

#OdiaHealthVideo #MedicalAdvice #Miscarriage

ମହିଳାଙ୍କ ଗର୍ଭଧାରଣର ୨୦ ସପ୍ତାହ ମଧ୍ୟରେ ଯଦି ରକ୍ତସ୍ରାବ ହେଉଛି ବା ଅନ୍ୟ କୌଣସି କାରଣ ଯୋଗୁଁ ଗର୍ଭ ନଷ୍ଟ ହୋଇଯାଉଛି, ତେବେ ତାହାକୁ ଗର୍ଭପାତ ବା ମିସକ୍ୟାରେଜ ବୋଲି କୁହାଯାଏ। ତେବେ ଗର୍ଭପାତର ବିଭିନ୍ନ କାରଣ ସବୁ କ’ଣ? ଗର୍ଭପାତ ପୂର୍ବରୁ କ’ଣ ସବୁ ଲକ୍ଷଣ ଦେଖାଯାଏ? ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ତନୁଶ୍ରୀ ସନ୍ଦିପ୍ତା ରଥ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ଏହି ଭିଡିଓରେ ରହିଛି,

ଗର୍ଭପାତ କ’ଣ? (0:00)
ଗର୍ଭପାତର କାରଣ କ’ଣ? (0:32)
ଗର୍ଭପାତ ପୂର୍ବର ଲକ୍ଷଣ (3:27)
ବିନା ପରାମର୍ଶରେ ଗର୍ଭପାତ କରାଇଲେ କ’ଣ ହୋଇପାରେ? (4:49)
ଗର୍ଭପାତ ପରେ ସାବଧାନତା (7:10)
ଗର୍ଭପାତକୁ ରୋକିପାରିବା କି? (8:48)
ମୋଟାପଣ ଯୋଗୁଁ ଗର୍ଭପାତ ହୁଏ କି? (9:56)
ଡାକ୍ତରଙ୍କ ଟିପ୍ସ (10:30)

A miscarriage is the loss of a baby before the 20th week of pregnancy. The medical term for a miscarriage is spontaneous abortion. So, what are the various causes of miscarriage? What are all the symptoms before a miscarriage? Let's find out what Dr Tanushree Sandipta Rath, a gynaecologist and obstetrician.

In this video,

What is miscarriage? (0:00)
Cause of miscarriage? (0:32)
Symptoms of miscarriage (3:27)
Impact of abortion without doctor consult (4:49)
Precaution after abortion (7:10)
Can miscarriage preventable? (8:48)
Does obesity cause miscarriage? (9:56)
Doctor's tips (10:30)

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

show more

Share/Embed