Arapaju Laxmisuanga.Hadi Hadiani Nrutya. ଅରାପାଜୁ ଲକ୍ଷ୍ମୀସୁଆଙ୍ଗ। ହାଡ଼ି ହାଡ଼ିଆଣି ନୃତ୍ୟ।
RAMAKANT YTV RAMAKANT YTV
1.55K subscribers
1,403 views
17

 Published On Dec 21, 2022

Arapaju Laxmisuanga.Hadi Hadiani Nrutya. ଅରାପାଜୁ ଲକ୍ଷ୍ମୀସୁଆଙ୍ଗ। ହାଡ଼ି ହାଡ଼ିଆଣି ନୃତ୍ୟ।

ଲକ୍ଷ୍ମୀପୁରାଣ ଓଡିଶାର ଘରେ ଘରେ ମାଣବସା ଗୁରୁବାର ନାମରେ ମଧ୍ୟ ଖ୍ୟାତ ।ମାର୍ଗଶୀର ମାସର ଗୁରୁବାର ଦିନ ଓଡ଼ିଶର ପ୍ରତି ଘରେ ଲକ୍ଷ୍ମୀପୂଜା ବା ମାଣବସା ମାଣବସା ଗୁରୁବାର ପାଳିତ ହୁଏ
ଏହି ସମୟରେ ଧନଧାନ୍ୟ ବାତ୍ସଲ୍ୟ ଦୟାକ୍ଷାମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ,ସମୃଦ୍ଧି ପରିଷ୍କାର ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇ ଥାଏ । ମାର୍ଗଶିର ମାସ ପୂଜା ଘରେ ଧାନ ମେଞ୍ଚା ବା ଧାନ ବେଣୀରେ ସଜାଯାଇଥାଏ ।ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ୱାର ଲିପା
ପୋଛା କରି ଝୋଟିଚିତା ପକାଇଥାଆନ୍ତି । ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟସାରି ଲକ୍ଷ୍ମୀଙ୍କର ପୂଜା ଆରମ୍ଭ କରିଥାନ୍ତି । ପିଠାପଣା ଓ ଫଳମୂଳ ଭୋଗ (କଦଳୀ,ଛେନା,ନଡ଼ିଆ, ଗୁଡ଼ ଓ ଅନ୍ୟାନ୍ୟ ଫଳ ) ଲକ୍ଷ୍ମୀଙ୍କ ପାଖରେ
ଲଗାଯାଏ । ଏଥିସହିତ ମଣ୍ଡାପୀଠ ତିଆରି କରି ଭୋଗ ଦିଆଯାଇଥାଏ ।ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି
ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ ।

''''''''''''''''''''''''''''''’’''''''''''''''’''''''''''''''''''''''''''''''''''''''''''''''''''''''''''''''''''''''''''''''''''''''''''''''''''''''''''''''''''''
ଏହି ଭିଡିଓ କେବଳ ମନିରଞ୍ଜନ ଉପରେ ଆଧାରିତ,କାହାକୁ ଖରାପ କରିବା ନିଚ ଦେଖେଇବା ଆମର ଉଦ୍ଦେଶ୍ୟ ନୁହେଁ,ଆପଣଙ୍କର ସୁଖିଯାଇଥିବା ଓଠରେ ଟିକିଏ ହସଫୁଟେବା ପାଇଁ ଆମର ଏହି ଛୋଟିଆ ପ୍ରୟାସ
ଧନ୍ୟବାଦ୍
ଭିଡିଓ ଟି ଭଲ ଲାଗିଲେ ଲାଇକ କରନ୍ତୁ ,ସେୟାର କରନ୍ତୁ,ଚ୍ୟାନେଲ କୁ ସବ୍ କ୍ରାବ୍ କରନ୍ତୁ, ବେଲ୍ କୁ ଆଲ ରେ ଦବେଇ ଦିଅନ୍ତୁ । ଭିଡିଓ ଟି ଅପଲୋଡ଼ କରୁ କରୁ ସର୍ବପ୍ରଥମେ ଦେଖିବାକୁ ପାଇବେ ଆପଣ । ଦର୍ଶକ ବନ୍ଧୁ ଆଜି ପାଇଁ ଏତିକି
ପରବର୍ତ୍ତୀ ଭିଡିଓ ଆସିବା ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ।
ନମସ୍କାର
ସର୍ବେ ଭବନ୍ତୁ ଶୁଖି ନଃ ।
insragram link follw
https://www.instagram.com/p/CmT0Y6iP4...

show more

Share/Embed