Rourkela News: ରାଉରକେଲାନୁ କୋଲକାତାକେ ହପ୍ତାକେ ଚାଏର୍ ଦିନ୍ ଉଡ଼ବା ଫ୍ଲାଇଟ୍... ସୁବିଧାନେ ଯିବେ ଆଏବେ ଲୋକ୍...
Paharaa Paharaa
268K subscribers
3,368 views
108

 Published On Aug 25, 2023

ରାଉରକେଲାର ଲୁକକଁର୍ ଲାଗି ଖୁସିର ଖବର । ଆଏବାର୍ ସେପଟେମ୍ବର ମାସେ ରାଉରକଲାନୁ କୋଲକାତାକେ ଚାଲବା ଫ୍ଲାଇଟ୍ । ରାଉରକେଲାନୁ କୋଲକାତା, କୋଲକାତାନୁ ରାଉରକେଲାକେ ଚାଲବା ଫ୍ଲାଇଟ୍ । ଆଘୋନୁ ଜାନୁୟାରୀ ମାସନୁ ଭୁବନେଶ୍ୱରନୁ ରାଉରକେଲା ଆର ରାଉରକେଲାନୁ ଭୁବନେଶ୍ୱରକେ ଉଡୁଛେ ଫ୍ଲାଇଟ୍ । କୋଲକାତାକେ ଫ୍ଲାଇଟ୍ ଚଲବାର ଲାଗି ବନେ ଦିନୁ ଲୁକକଁର୍ ଦାବି ଥିଲା । ମିଲିଥିବାର ସୂଚନା ହିସାବେ ୯୧୭୪୫ ନମ୍ବର ଏଟିଆର -୭୨ କୋଲକାତାନୁ ଦିନର ୧୧ ବାଜିକରି ୪୦ ମିନିଟନେ ବାହାରିବା। ତ ଇ ବାବଦେ କାଣା ରହିଛେ ପୁରା ଖବର୍ ଜାନବାର୍ ଲାଗି ଦେଖୁନ୍ ଇ ଭିଡିଓ...


For more such updates, please Like, Comment, and Share our videos and Subscribe to our YouTube channel.

Contacts:-
Mail- [email protected]
Facebook-   / paharaa24x7  
YouTube-    / paharaa24x7  
Instagram-   / paharaa24x7  
Twitter-   / paharaa24x7  
WhatsApp- 7205661076
Website- https://www.paharaa.com/

Thanks & Regards
www.Paharaa.com
#Rourkela #Odisha #RourkelaNews #OdishaNEws #SAmbalpuriNews
#Odisha #Paharaa

show more

Share/Embed