ତ୍ୱଚାରୁ କଳା ଦାଗ କେମିତି ଯିବ? । Dr Diptiranjani Bisoyi on How to get rid of Black Spots in Odia
Swasthya Plus Odia Swasthya Plus Odia
711K subscribers
190,062 views
2.1K

 Published On Jun 15, 2021

#SkinCare #OdiaHealthTips #MedicalAdvice

ବର୍ତ୍ତମାନର ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଏବଂ ସୂର୍ଯ୍ୟକିରଣରେ ବିନା ସନ୍‌ସ୍କ୍ରିନ୍‌ରେ ବାହାରିବା ହେତୁ ମୁହଁରେ କଳାଦାଗ, ମେଲାଜ୍‌ମା ଭଳି ବିଭିନ୍ନ ଦାଗ ବାହାରିଥାଏ। ତେବେ ମୁହଁରୁ କଳାଦାଗ ଯିବ କେମିତି? ଏଥିରୁ କେମିତି ପାଇବେ ମୁକ୍ତି? ଏନେଇ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଦିପ୍ତୀ ରଞ୍ଜନୀ ବିଶୋଈ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ଏହି ଭିଡିଓରେ ରହିଛି,

ମୁହଁରେ କଳା ଦାଗ (0:00)
କେଉଁ କାରଣ ଯୋଗୁଁ କଳା ଦାଗ ହୁଏ? (1:20)
ସୂର୍ଯ୍ୟକିରଣରୁ ତ୍ଵଚାକୁ ରକ୍ଷା କରିବେ କିପରି? (8:28)
ତ୍ୱଚାକୁ ସୁରକ୍ଷିତ ରଖିବା ପାଇଁ ସନ୍‌ସ୍କ୍ରିନ୍‌ର ଗୁରୁତ୍ୱ (10:33)
ସୁସ୍ଥ ତ୍ୱଚା ପାଇଁ ଜୀବନଶୈଳୀର ଭୂମିକା (13:08)

The current lifestyle, unhealthy diet, and sun exposure without sunscreen can cause various blemishes on the face, such as blackheads and black spots. So how do you get rid of blackheads on your face? So why does it happen? Let's find out from Dr Diptiranjani Bisoyi, a Dermatologist.

In this video,

Black spots on the face (0:00)
Causes of Black Spots (1:20)
How to protect your skin from sunlight? (8:28)
Importance of sunscreen to protect the skin (10:33)
Role of lifestyle for healthy skin (13:08)

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

show more

Share/Embed